About Us

Our only effort is to bring the happenings in the state and abroad to you as simply and easily as possible. In this journey, we are determined to include sports, entertainment, lifestyle and our culture and traditions.
Therefore, we dedicate this portal to your hands. We hope and believe that you will make it yours with love and respect.

ରାଜ୍ୟ ତଥା ଦେଶବିଦେଶରେ ଘଟି ଯାଉଥିବା ଘଟଣାବଳୀକୁ ସରଳ ଏବଂ ସାବଲୀଳ ଭାବରେ ଯଥା ସମ୍ଭବ ଆପଣଙ୍କ ନିକଟରେ ପହଞ୍ଚେଇବାର ଆମର ଏକମାତ୍ର ପ୍ରୟାସ । ଏହି ଯାତ୍ରାରେ ଆମେ କ୍ରୀଡା, ମନୋରଞ୍ଜନ, ଜୀବନଚର୍ଯ୍ୟା ତଥା ଆମ ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସ୍ଥାନିତ କରିବାକୁ ସଂକଳ୍ପ ବଦ୍ଧ ।
ତେଣୁ ଆପଣଙ୍କ ହାତ ମୁଠାରେ ଏହି ପୋର୍ଟାଲ କୁ ସମର୍ପି ଦେଲୁ । ଆପଣ ଏହାକୁ ସ୍ନେହ ଓ ଆଦରର ସହକାରେ ନିଜର କରିବେ ବୋଲି ଆଶା ଓ ବିଶ୍ୱାସ ।