ନଏଜ ଓଡିଶା: ଗୃହରକ୍ଷୀ ମାନଙ୍କ ପାଇଁ ସରକାର ନେଇଛନ୍ତି ବଡ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୃହରକ୍ଷୀ ମାନଙ୍କ ଡ୍ୟୁଟି କଲ-ଅପ ଭତ୍ତା ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି । ପୂର୍ବରୁ ଡ୍ୟୁଟି କଲ-ଅପ ଭତ୍ତା ୬୧୨ ଟଙ୍କା ଥିବାବେଳେ ବର୍ତମାନ ତାହା ବଢି ୬୨୩ ଟଙ୍କା ହୋଇଛି । ୨୦୨୫ ଜାନୁଆରୀ ପହିଲାରୁ ଏହି ବର୍ଦ୍ଧିତ ଭତ୍ତା ଲାଗୁହେବ ବୋଲି କୁହାଯାଇଛି ।
ବଢ଼ିଲା ଗୃହରକ୍ଷୀଙ୍କ ଦରମା
